ପୁରୀ ବଡଦାଣ୍ଡରେ ଯୁବକ ବେଶରେ ଆସି ହୀରାମୁଦି ଲୁଟ୍ କରିଥିବା ଲୁଟେରାକୁ ଧରିଛି କୁମ୍ଭାରପଡା ଥାନା ପୁଲିସ।
ଅଭିଯୁକ୍ତ ନାବାଳିକା ହୋଇଥିବାରୁ ସଟ୍ଷ୍ଟେ ହୋମ୍ ପଠାଯାଇଛି। ଲୁଟ୍ ହୋଇଥିବା ହୀରାମୁଦି ସହ ସମସ୍ତ ଜିନିଷପତ୍ର ଜବତ କରି ବ୍ୟାଙ୍କ କର୍ମଚାରୀଙ୍କୁ ହସ୍ତାନ୍ତର କରିଛି ପୁଲିସ।
Credible Local News of Odisha