ରାଜ୍ୟରେ ବଢିଲା ଶୀତ, ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ

କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତ ପ୍ରକୋପ ବଢ଼ିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାର କିଛି ଜାଗାରେ ତାପମାତ୍ରା ୩/୪ ଡିଗ୍ରୀ ହ୍ରାସ ରେକର୍ଡ ହୋଇଛି।

ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି.ଉଦୟଗିରି ତାପମାତ୍ରା ୫ ଡିଗ୍ରୀ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes