ଉପକୂଳରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନି, ଚାଷୀ ଦଲାଲକୁ ଧାନ ଦେଉଛନ୍ତି : ବିଜେପି

ଚାଷୀ ଓ ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବିଜେପି କହିଛି, ରାଜ୍ୟରେ ବିଳମ୍ବରେ ମଣ୍ଡି ଖୋଲିବାରୁ ଚାଷୀ ବାହାର ରାଜ୍ୟ ମୁହାଁ ହେଉଛନ୍ତି। ଉପନିର୍ବାଚନ ପାଇଁ ପଦ୍ମପୁରରେ ୧୫ ଦିନ ପରେ ମଣ୍ଡି ଖୋଲିଛି।

ଉପକୂଳରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନି, ଚାଷୀ ଦଲାଲକୁ ଧାନ ଦେଉଛନ୍ତି, ତଳୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ମିଲରମାନଙ୍କ ଲିଙ୍କ୍ ରହିଛି ବୋଲି ବିଜେପି କହିଛି। ଏମ୍ଏସପି ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲୁ, ୧୦୦ ଟଙ୍କା ବୋନସ ଦିଆଯାଉ ବୋଲି ବିଜେପି ଦାବି କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes