କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ଚିଠି

ଫୁଡ୍‌ ସବସିଡି ଟଙ୍କା ଦେବାକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ବିଜେଡି ସାଂସଦମାନେ ଚିଠି ଲେଖିଛନ୍ତି।

୧୪୨୯୨.୫୧ କୋଟି ବକେୟା ଟଙ୍କା ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ଏହା ସହ ବକେୟା ବାବଦକୁ ଅତିରିକ୍ତ ସୁଧ ୬୧୮୭ କୋଟି ଟଙ୍କା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes