ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ବିଧାନସଭାରେ ଉଦବେଗ

ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ଦେବୀ ମିଶ୍ର, ବିଷ୍ଣୁ ସେଠୀ, ସନ୍ତୋଷ ସିଂ ସାଲୁଜା।

ଭିତ୍ତିଭୂମି କ୍ଷେତ୍ରରେ ରୋଡମ୍ୟାପ୍ ଠିକଣା ଢଙ୍ଗରେ ହୋଇପାରୁନଥିବା ବେଳେ ବ୍ୟୟବରାଦ ହେଉଥିବା ଅର୍ଥରାଶି ଖର୍ଚ୍ଚ ହୋଇପାରୁନି କହିଛନ୍ତି ଦେବୀ ମିଶ୍ର। ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା କରାଯାଉଛି କହିଛନ୍ତି ବିଷ୍ଣୁ ସେଠୀ। ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ବିଧାୟକମାନେ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes