ଆସନ୍ତା ଆର୍ଥିକ ବର୍ଷରେ ପର୍ଯ୍ୟଟନ ପାଇଁ ୫୭୪କୋଟିର ବ୍ୟୟ ବରାଦ

ବିଧାନସଭାରେ ପର୍ଯ୍ୟଟନସ୍ଥଳୀକୁ ନେଇ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ।

ପର୍ଯ୍ୟଟନର ବିକାଶ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୯ ପରେ କରୋନା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି। ଆସନ୍ତା ଆର୍ଥିକ ବର୍ଷରେ ପର୍ଯ୍ୟଟନ ପାଇଁ ୫୭୪କୋଟିର ବ୍ୟୟ ବରାଦ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes