ଆସନ୍ତାକାଲି ଶ୍ରୀମା ଶ୍ରୀଅରବିନ୍ଦଙ୍କ ଚେତନା ଜାଗରଣ ଯାତ୍ରା

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ସାରା ପୃଥିବୀରେ ଗତ ୨୦୨୧ଅଗଷ୍ଟ ମାସଠାରୁ ୨୦୨୨ ପର୍ଯ୍ୟନ୍ତ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ସାରା ଓଡ଼ିଶାରେ ଶ୍ରୀଅରବିନ୍ଦଙ୍କ ଚେତନା ଜାଗରଣ ଯାତ୍ରା ପରିଭ୍ରମଣ କରୁଥିବା ବେଳେ ଆସନ୍ତାକାଲି ବିନିକା ପହଞ୍ଚିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes