ରାଜ୍ୟରେ ଆସନ୍ତା ୪/୫ ଦିନ କାଳବୈଶାଖୀ ଲାଗି ରହିବ

ରାଜ୍ୟରେ ଏବେ ହିଟୱେଭର ସମ୍ଭାବନା ନାହିଁ ଏବଂ ଆସନ୍ତା 4/5 ଦିନ କାଳବୈଶାଖୀ ଲାଗି ରହିବ l ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ଓ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି l
ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟର ଶକ୍ତି ଓ ତୀବ୍ରତା କେବଳ ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ 6 ତାରିଖ ବେଳକୁ ଜଣାପଡିବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes