ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଦିଆଯାଇଥିବା ଅଭିଯୋଗ

ବଲାଙ୍ଗୀରର ଗାନ୍ଧିନଗର ପଡା ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା ଓ ଖରାପ ପରିବା ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ଦେଇଥିବା ଅଭିଯୋଗ ହୋଇଛି l

ଅଭିଭାବକ ମାନଙ୍କ ବିରୋଧ ପରେ ଆଜି ପିଲାମାନଙ୍କୁ ବିସ୍କୁଟ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes