ରାଜ୍ୟରେ ଆଉ 159 କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ଆଉ 159 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 18 ଜଣଙ୍କ ବୟସ 18 ରୁ କମ l 93 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 66 ଜଣ ସ୍ଥାନୀୟ ସଂକ୍ରମିତ l
ଏବେ ରାଜ୍ୟରେ ମୋଟ 1767 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes