ଶ୍ରମିକଙ୍କ ଅସ୍ଥାୟୀ କ୍ୟାମ୍ପ ଉପରେ ମାଡ଼ିଗଲା ଡମ୍ପର, ଜଣେ ମୃତ

ଭଦ୍ରକ ଜିଲ୍ଲା ଏନ୍ଏଚ- ୧୬ର ଭଣ୍ଡାରୀପୋଖରୀ ଶାରଦା ବିଦ୍ୟାମନ୍ଦିର ନିକଟରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି।

ଏକ ବାଲି ବୋଝେଇ ଡମ୍ପର ଶ୍ରମିକଙ୍କ ଅସ୍ଥାୟୀ କ୍ୟାମ୍ପରେ ମାଡ଼ିଯିବାରୁ ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୫ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଅନ୍ୟ ଶ୍ରମିକ ଦୌଡି ପଳାଇ ଜୀବନ ବଞ୍ଚାଇଛନ୍ତି। ମୃତକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ମଧ୍ୟପ୍ରଦେଶରେ ବୋଲି ଜଣାପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes