ଆଜି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଗସ୍ତରେ ଯିବେ l ଆଜି ସେ ନିବେଶକଙ୍କ ସମ୍ମିଳନୀରେ ଯୋଗ ଦେବା ସହ ଗୁରୁବାର ବିଏସଇର ଓପନିଂ ବେଲ ମାରିବାର କାର୍ଯ୍ୟକ୍ରମ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes