ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟକୁ 50 ଏକର ଜମି ମାଗଣାରେ ଦିଆଯିବ

ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ବଲାଙ୍ଗୀର ମୌଜାରେ 50.437 ଏକର ଜମି ମାଗଣାରେ ଯୋଗାଇ ଦେବାକୁ ଆଜି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି l.

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes