ଲୋୟର ସୁକତେଲ ପ୍ରକଳ୍ପର ଭୂତଳ ପାଇପ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ

ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ-ବାମ ପାର୍ଶ୍ଵରେ ପାରମ୍ପରିକ କେନାଲ ବଦଳରେ ଭୂତଳ ପାଇପ ମାଧ୍ୟମରେ ଜଳସେଚନ ପ୍ରକଳ୍ପକୁ ଆଜି କ୍ୟାବିନେଟରେ ମଞ୍ଜୁରୀ ମିଳିଛି l
ଏଥିପାଇଁ 630 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ 30 ମାସରେ ଏହା ଶେଷ ହେବ l ଏହା ଦ୍ୱାରା 13 ହଜାର ହେକ୍ଟର ଜମି ଜଳସେଚିତ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes