ଏନସଡିସି ଓ ହୋମିଓପାଥି ଗବେଷଣା କେନ୍ଦ୍ରକୁ ମାଗଣା ଜମି

ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ମୌଜାରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ -ଏନସିଡିସିର ଶାଖା ଖୋଲିବାକୁ 3.125 ଏକର ଜମି ମାଗଣାରେ ଦେବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି l
ସେହିପରି ଜଟଣୀ ଅନ୍ତର୍ଗତ ଜାମୁକୋଳି ମୌଜାରେ କେନ୍ଦ୍ରୀୟ ହୋମିଓପାଥି ଗବେଷଣା କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର 5 ଏକର ଜମି ମାଗଣାରେ ଦେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes