ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ରାଜନୀତି ସରିଗଲେ ଅନୁଧ୍ୟାନ ପାଇଁ ଗୃହ କମିଟି ଯିବ।
ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି, ବହୁତ ଲୋକ ବହୁ କଥା କହୁଛନ୍ତି। ରାଜନୀତି ସରିଲେ କମିଟିକୁ ନେଇ ପୁରୀ ଯାଇ ଫାଇନାଲ ରିପୋର୍ଟ ଦେବି କହିଛନ୍ତି ବାଚସ୍ପତି।