କୋର୍ଟ ପରିସରରେ ଆଇନଜୀବି ଦିବସ ପାଳିତ

ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ଦାସଙ୍କ ଜନ୍ମ ଦିବସକୁ ଓଡିଶାର ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ କ୍ରମେ ଆଇନଜୀବି ଦିବସ ରୂପେ ପାଳନ କରାଯାଉଛି।

ଆଜି ବାଲେଶ୍ଵର ଜିଲ୍ଲା ଭୋଗରାଇ କୋର୍ଟ ପରିସର ଭିତରେ ସଂଘର ସଭାପତି ସପନ କୁମାର ପାତ୍ର ସଭାପତିତ୍ୱରେ ଏହି ଦିବସ ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes