ନଦୀରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫକୀରପୁର ଘାଟରେ ଗତକାଲି ଗାଧୋଇବା ବେଳେ ନିଖୋଜ ହୋଇଯାଇଥିବା ମହିଳାଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଥିବା ସ୍ଥାନୀୟ ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes