ରାଜଧାନୀରେ ଏଲଜିବିଟି ସମ୍ପ୍ରଦାୟର ଶୋଭାଯାତ୍ରା

ସମାଜରେ ନିଜ ଅଧିକାର ଜାହିର କରିବା ଦାବିରେ ଆଜି ସମଲିଙ୍ଗୀ ବା ଏଲଜିବିଟି ସମ୍ପ୍ରଦାୟର ଶହ ଶହ ସଦସ୍ୟ ରାଜଧାନୀରେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ସପ୍ତରଙ୍ଗର ପତାକା ଧରି ଶୋଭାଯାତ୍ରା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes