ବସ ଧର୍ମଘଟ ନିଷ୍ପତ୍ତି ଉପରେ ଆସନ୍ତାକାଲି ଆଲୋଚନା

ବିଭିନ୍ନ ଦାବିରେ ଜୁଲାଇ 1 ତାରିଖରୁ ବସ ଧର୍ମଘଟ ପାଇଁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଥିବା ବେଳେ ଏ ନେଇ ସରକାରଙ୍କ ସହ ଆଲୋଚନା ହୋଇଥିବା ଆଜି ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି l
ଆସନ୍ତାକାଲି ସଂଘ ବୈଠକରେ ଏ ନେଇ ଆଲୋଚନା ହେବ ଏବଂ ବିଦେଶ ଗସ୍ତରୁ ମୁଖ୍ୟମନ୍ତ୍ରୀ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes