ଆନ୍ତର୍ଜାତିକ ନିଶା ମୁକ୍ତ ଦିବସ ପାଳିତ

ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ଆନ୍ତର୍ଜାତିକ ନିଶାମୁକ୍ତ ଦିବସ ” ଆୟୋଜିତ କରାଯାଇଛି।

ଏହି ଦିବସରେ ସହରରେ ନିଶା ମୁକ୍ତ ଦିବସର ରଥ ଓ ସ୍କୁଲ ପିଲାଙ୍କ ଦ୍ଵାରା ସଚେତନ ମୁକ୍ତ କରିବା ପାଇଁ ରାଲି କରାଯାଇଥିଲା। ଏହି ରାଲି କୁ ଉପ – ଜିଲ୍ଲlପାଳ ବ୍ରଜବନ୍ଧୁ ଭୋଇ ଶପଥ ପାଠ ଓ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes