ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ଭଦ୍ରକ ଜିଲ୍ଲା ବିଜେଗଙ୍ଗାଧରପୁର ଗାଁ ତାରିଣୀ ଛକରେ ବାହା ଭୋଜି ଗଣ୍ଡଗୋଳରୁ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି ।

ରାତିରେ ସହରର ଏକ ବାହାଭୋଜିରେ ଯୋଗଦେଇ ଫେରିବା ବେଳେ ଭୋଜି ବେଳେ ହୋଇଥିବା ବଚସାକୁ ନେଇ ଶତ୍ରୁତା କରି ପିଛା କରି ହତ୍ୟା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes