ଦୁର୍ଘଟଣା ପରେ ଜଳିଗଲା ବସ୍

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ନାଳ ବ୍ରିଜକୁ ଧକ୍କାଦେଇ ଏକ ଯାତ୍ରୀବାହୀ ବସ ଜଳିଯାଇଥିବା ସୂଚନା ।

ତପୋବନ-ବସ୍‌ଷ୍ଟାଣ୍ଡ ରାସ୍ତାର ବରମୁଣ୍ଡା ନାଳ ବ୍ରିଜ୍ ଉପରେ ବ୍ରହ୍ମପୁର ପଟୁ ଆସି ବସଷ୍ଟାଣ୍ଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ବସିଥିବା ଯାତ୍ରୀଙ୍କ କାହାର କିଛି କ୍ଷତି ହୋଇନଥିବା ସୂଚନା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes