ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ତାଳଚେର ବନ୍ଦ ପାଳନ

ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ତାଳଚେର କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ଘୋଷଣା କରାଯାଇଛି ।

ପ୍ରଭାବରେ ତାଳଚେରରେ ବନ୍ଦ ରହିଛି ଦୋକାନ ବଜାର ଏବଂ ବନ୍ଦ ପାଳନକୁ ତାଳଚେର ବସ୍ ମାଲିକ ସଂଘ ସମର୍ଥନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes