ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ୩ ଗିରଫ

ବାଲେଶ୍ବର ଜିଲ୍ଲା ବରହମପୁର ଥାନା ପିଠାହତା ପଞ୍ଚାୟତର ସାନନୂଆଗାଁରେ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି।

ଗିରଫ ୩ ଜଣଙ୍କ ମଧ୍ୟରେ ଏଚଡିଏଫସି କିଓସ୍କୋ ମ୍ୟାନେଜର ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes