ମୋଦି ସରକାରଙ୍କ ୮ ବର୍ଷର ସଫଳତାକୁ ନେଇ ବିଜେପି କରିବ ସମାବେଶ

ଆସନ୍ତା ୧୫ ତାରିଖରୁ ରାଜ୍ୟର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସମାବେଶ ହେବ।

ଏଥିରେ ବିଜେପି ସାଂସଦ, ବିଧାୟକ ସମେତ ସବୁ ପଦାଧିକାରୀ ସାମିଲ୍ ହେବେ ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes