ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ: ପାଣିପାଗ ବିଭାଗ

ଆସନ୍ତା ୩ ଦିନ ପାଇଁ ପଶ୍ଚିିମ ଓଡ଼ିଶାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ।

ଜୁନ୧୩ ଯାଏଁ ମୌସୁମୀ ପାଇଁ ପାଗ ଅନୁକୂଳ ନାହିଁ। ଚଳିତବର୍ଷ ପ୍ରାକ୍ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ୭୩% କମ ରହିଥିବା ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes