ଛଉ ନୃତ୍ୟ କଳାକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଛଉ ନୃତ୍ୟ କଳାକାରଙ୍କ ପକ୍ଷରୁ ଆଜି ବାରିପଦା ସ୍ଥିତ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ସଂସ୍କୃତି ବିଭାଗ ପକ୍ଷରୁ ବାରିପଦା ଠାରେ ଛଉ ନୃତ୍ୟର ବିକାଶ ପାଇଁ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟଧାରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହାକୁ ନେଇ ଛଉ ନୃତ୍ୟ କଳାକାର ଓ ଛଉ ପ୍ରେମୀଙ୍କ ମଧ୍ୟରେ ଛଉ ପ୍ରତି ଉତ୍ସାହ ବଢିବ ବୋଲି କହିଛନ୍ତି ସଂଘର କର୍ମକର୍ତ୍ତା ମାନେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes