ମିଶନ ଶକ୍ତି ପାଇଁ ପଞ୍ଚାୟତରେ ହେବ ମାର୍କେଟ, ଅଫିସ୍‌, ଘର: ମୁଖ୍ୟମନ୍ତ୍ରୀ

ବିଶ୍ବ ବଜାରରେ ଉତ୍ପାଦ ପହଞ୍ଚାଇବା ପାଇଁ ଇ କମର୍ସ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଘୋଷଣା କରିଛନ୍ତି।

ପ୍ରତି ବ୍ଲକ ପାଇଁ ୫୦ ଲକ୍ଷ ଟଙ୍କାର ଫଣ୍ଡ ମିଳିବ, ଜିଲ୍ଲା ମିଶନ ଶକ୍ତି ଫେଡେରେସନକୁ ୧ କୋଟି ଦିଆଯିବ, ମିଶନ ଶକ୍ତି ପାଇଁ ପଞ୍ଚାୟତରେ ମାର୍କେଟ, ଅଫିସ୍‌, ଘର ହେବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes