ମାଲକାନଗିରି ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଆଜି ସକାଳେ କୋରାପୁଟ ଷ୍ଟେସନରେ ପହଞ୍ଚି ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ରେଳ ମନ୍ତ୍ରୀ ଜୟପୁର ଓ ମାଲକାନଗିରି ରେଳ ପଥର କାର୍ଯ୍ୟକାରିତା ନେଇ ଆଲୋଚନା କରିବା ସହିତ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଉଦ୍‌ଘାଟନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes