ବାଲୁକା କଳା ମାଧ୍ୟମରେ ବିଶ୍ବ ଆର୍ଥ ଡେ’ର ଶୁଭେଚ୍ଛା

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବିଶ୍ବ ଆର୍ଥ ଡେ’ର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ ଏପ୍ରିଲ୍ ମାସ ୨୨ତାରିଖକୁ ବିଶ୍ବ ଆର୍ଥ ଡେ ଭାବେ ପାଳନ କରାଯାଏ । ୧୯୭୦ମସିହାରୁ ପାଳନ ହେଉଛି ଏହି ଦିବସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes