ମାଲକାନଗିରିରେ ବରିଷ୍ଠ ପୁଲିସ ଅଧିକାରୀ

ମାଓ ଦମନ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଇଣ୍ଟିଲିଜେନ୍ସ ଏଡିଜେ ସଂଜୀବ ପଣ୍ଡା, ବିଏସଏଫ ଆଇଜି ଡିକେ ଶର୍ମା ମାଲକାନଗିରି ଯାଇଛନ୍ତି।

ବୈଠକରେ କୋରାପୁଟ ଓ ମାଲକାନଗିରି ଏସପି ମଧ୍ୟ ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes