ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ଉନ୍ନତିକରଣ

ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ ଦ୍ୱାରା ଆଜି ଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ କରାଯାଉଛି।

ଚେନ୍ନାଇରୁ ଆସିଥିବା ବିଶେଷଜ୍ଞ ଟିମ ଦ୍ୱାରା ଅନୁଧ୍ୟାନ ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes