ମାଲକାନଗିରିରେ ପ୍ରବଳ ବର୍ଷା, ଯାତାୟାତ ବିଛିନ୍ନ

ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼କୁ ଯାତାୟାତ ବିଛିନ୍ନ ହୋଇଛି l ସିଲେରୁ ନଦୀର ବନ୍ୟା ଜଳ ବିଭିନ୍ନ ଅଞ୍ଚଳକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes