ବସ -ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ଆଠ ଆହତ

ଭୁବନେଶ୍ୱରରୁ ବୁଗୁଡ଼ା ଯାଉଥିବା ଏକ ବସ ସହ ଖୋର୍ଦ୍ଧା ନିକଟରେ ଏକ ଟ୍ରକ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଆହତ ହୋଇଥିବା ସ୍ଥାନୀୟ ପୁଲିସ ଆଜି କହିଛି l ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes