ମାଡ଼ ମାରିଥିବା ପୁଲିସ୍ ହାବିଲଦାର ପ୍ରଶାନ୍ତ ଦଳେଇ ସସ୍‌ପେଣ୍ଡ

ପୁରୀ ଶ୍ରୀମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ମାଡ଼ମାରି ଆହତ କରିବା ଘଟଣାରେ ମାଡ଼ ମାରିଥିବା ପୁଲିସ୍ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ସସ୍‌ପେଣ୍ଡ କରିଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ।

କେଉଁ ପରିସ୍ଥିତିରେ ହାବିଲଦାର ମାଡ଼ ମାରିଲେ ତଦନ୍ତ ହେବ, ଏଏସପି
ମିହିର ପଣ୍ଡାଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ଏସପି କହିଛନ୍ତି। ଅନ୍ୟପଟେ ଚିକିତ୍ସାଧୀନ ଶ୍ରଦ୍ଧାଳୁ ମାଧୁରୀ ଦାଶ ସୁସ୍ଥ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes