ଜିଲ୍ଲା ସ୍ତରୀୟ ଶିଶୁ ଓ କଳା ମହୋତ୍ସବ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଶିଶୁ ଓ କଳା ମହୋତ୍ସବ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି I

ଏହି କାର୍ଯ୍ୟକ୍ରମରେ ଚତୁର୍ଥରୁ ସପ୍ତମ ଓ ଅଷ୍ଟମରୁ ଦଶମ ଯଥାକ୍ରମେ କନିଷ୍ଠ ଓ ବରିଷ୍ଠ ବିଭାଗରେ ବିଭିନ୍ନ ପ୍ରତିଯୋଗିତାରେ ପାଖାପାଖି ୪୦୦ ପିଲା ଓ ୭୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes