ଇମ୍ପେରିଆଲ କଲେଜ୍ ଠାରେ ରେଡକ୍ରସ ଶାଖା ଉଦଘାଟନ କାର୍ଯ୍ୟକ୍ରମ

ଆଜି ବରଗଡ଼ ଖେଦାପାଲି ଠାରେ ସ୍ଥିତ ଇମ୍ପେରିଆଲ କଲେଜ୍ ପରିସରରେ ଭାରତୀୟ ରେଡକ୍ରସ ଶାଖା ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଉଦଘାଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes