ମାଛକାନ୍ଦଣା ଠାରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼

କପ୍ତିପଦା ଉପଖଣ୍ଡ ପୋଡାଡିହା ସ୍ଥିତ ମାଛକାନ୍ଦଣା ଜଳ ପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଜିଲା ତଥା ରାଜ୍ୟ ବାହାରୁ ମଧ୍ୟ ପ୍ରତେକ ବର୍ଷ ଶହ ଶହ ପର୍ଯ୍ୟଟକ ଭୋଜି ଭାତ ସାଙ୍ଗକୁ ବୁଲିବା ପାଇଁ ଏଠାକୁ ଆସିଥାନ୍ତି ।

ଏହି ଜଳ ପ୍ରପାତ ପୋଡାଡିହା ଛକ ଠାରୁ ତିନି କିମି ପଦଚଲା ରାସ୍ତାରେ ଯିବାକୁ ପଡେ । ସରକାରଙ୍କ ତରଫରୁ ଏହି ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦିଆଯାଉ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes