ଆଠରେ ନାରାୟଣପୁରରେ ବିଜେଡ଼ିର ରଜତ ଜୟନ୍ତୀ ଉତ୍ସବ

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନାରାୟଣପୁର ହାଇସ୍କୁଲ ପଡ଼ିଆରେ ଦଳର ସ୍ଥାନୀୟ କର୍ମକର୍ତ୍ତାଙ୍କ ଦ୍ଵାରା ଏକ ସମାବେଶ ଆସନ୍ତା ଆଠ ତାରିଖ ଅନୁଷ୍ଠିତ ହେବ ବୋଲି ଆୟୋଜକ କହିଛନ୍ତି।

ଏହି ସମାବେଶରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ l ସଂସ୍କୃତି ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes