ସୋନପୁର ଜିଲ୍ଲା ଅନ୍ତର୍ଗତ ସିଆଲି ଧନୁଯାତ୍ରାରେ ପାଲା ପରିବେଷଣ କରାଯାଉଥିବ ବେଳେ ଏହା ଦର୍ଶକକୁ ବାନ୍ଧି ରଖିବାରେ ସମର୍ଥ ହୋଇଛି।
କମିଟି ସଂପାଦକ ନାରାୟଣ ଷାଣ୍ତ ସିଆଲି ଅଞ୍ଚଳର ବହୁ ସଂଖ୍ୟାରେ ଲୋକ ଯାତ୍ରା ଦେଖିବାକୁ ଆସୁଥିବା କହିଛନ୍ତି। ପାଲା ପରିବେଷଣରେ ଅଭିମନ୍ୟୁଙ୍କ ଚକ୍ର ଭେଦ ଉପରେ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଛି।