ମହିମା ଛତୁ ଉତ୍ପାଦନ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମୟୁରଉଡାନ ପଞ୍ଚାୟତର କୀର୍ତ୍ତିପୁର ଠାରେ ଆଜି ଏକ୍ସନଏଡ ଇଣ୍ଡିଆ ଓ ରେଆର ସୋନପୁର ସହାୟତାରେ ମହିମା ଛତୁ ଉତ୍ପାଦନ କେନ୍ଦ୍ର ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରଭଣେ ଦୁଆରା ଉଦଘାଟିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes