ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସାର୍ଟିଫିକେଟ୍‌ ପ୍ରଦାନ ଉତ୍ସବ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆଜି ଏକ ସାର୍ଟିଫିକେଟ୍‌ ପ୍ରଦାନ ଉତ୍ସବରେ କୁଳପତି ପ୍ରଫେସର କିଶୋର କୁମାର ବସା କୃତି ଛାତ୍ରଛାତ୍ରୀ ତଥା ଗବେଷକମାନଙ୍କୁ ସେମାନଙ୍କର ଉପାଧିପ୍ରାପ୍ତ ପ୍ରମାଣପତ୍ରମାନ ପ୍ରଦାନ କରିଛନ୍ତି।

ଉକ୍ତ ଉତ୍ସବରେ ଜଣେ ଡି. ଲିଟ୍‌ ଉପାଧିପ୍ରାପ୍ତ ଗବେଷକଙ୍କ ସହିତ ୧୧୨ ଜଣ ପିଏଚ୍‌.ଡି ପ୍ରାପ୍ତ ଗବେଷକଙ୍କୁ ଉପାଧି ପ୍ରମାଣପତ୍ର ପ୍ରଦାନ ହୋଇଛି। ଏହା ସହିତ ୪୪୨୦୪ ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉପାଧିମାନ ପ୍ରଦାନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes