ପୁଣ୍ୟତ୍ମା ଉତ୍କଳମଣୀ ଗୋପବନ୍ଧୁ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି କପ୍ତିପଦା ଉପଖଣ୍ଡ ଉଦଳା ଏହି ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି ।
ବସ ଷ୍ଟାଣ୍ଡ ନିକଟରେ ଥିବା ଉତ୍କଳମଣୀ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଉଦଳା ଜନସାଧାରଣଙ୍କ ତରଫରୁ ଏହି ଶ୍ରାଦ୍ଧ ବାର୍ଷିକୀ କରଯାଇଥିଲା ।