ମଚ୍ଛ ଓ କଚ୍ଛ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ଶ୍ରୀଜୀଉ ଗୋଟି ପହଣ୍ଡିରେ ଯାଇ ମାଉସୀମା ମନ୍ଦିରରେ ମହଂଚି ଥିବାବେଳେ, ଆଜି ଆଡପ ମଣ୍ଡପରେ ମଚ୍ଛ ଓ କଚ୍ଛ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes