ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ପିପିଲି ପାଲି ଆଦର୍ଶ ବିଦ୍ୟାଳୟରେ ଆଜି ୭୩ତମ ବନ ମହୋତ୍ସବ ପାଳନ ଅବସରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜିଲ୍ଲା ଅତିରିକ୍ତ ଦୌରା ଓ ଜର୍ଜ ପୂର୍ଣ୍ଣିମା ଜେନା ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଏଥିରେ ପରିବାର ଅଦାଲତ ଜର୍ଜ ପ୍ରଜ୍ଞା ପାଣିଗ୍ରାହୀ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସସ୍ମିତା ମିଶ୍ର ଙ୍କ ସହ କୋଟ୍ କର୍ମଚାରୀ, ବନ ବିଭାଗ କର୍ମଚାରୀ,ଆଦର୍ଶ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ପାରା ଲିଗାଲ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes