ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରା ବଣ୍ଟନ କାର୍ଯ୍ୟକ୍ରମ

ବାୟୁ ପ୍ରଦୂଷିତ ମୁକ୍ତ ରଖିବା ପାଇଁ ଏବଂ ଲୋକମାନଙ୍କ ମନରେ ବୃକ୍ଷରୋପଣର ଆଶା ଓ ଆଗ୍ରହ ଜାଗ୍ରତ କରିବା ପାଇଁ ସ୍ବେଚ୍ଛାସେବୀ ସେବା କେନ୍ଦ୍ର ଭୁବନେଶ୍ୱର ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଚନ୍ଦକା ଠାରେ ଆୟୋଜନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମ ରେ ୨୦୦ ରୁୁ ଉର୍ଦ୍ଧ ଚାରା ବଣ୍ଟନ କରାଯାଇଥିଲା । ମାନ୍ୟବର ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ
ଯୋଗଦେଇ ବୃକ୍ଷ ରୋପଣ କରି ପରିବେଶକୁ କିପରି ସୁସ୍ଥ ରଖିବା ଏବଂ ସ୍ୱଛ ପରିବେଶ ଟିଏ ଗଠନ କରିବା ବୋଲି ବକ୍ତବ୍ୟ ରଖିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes