ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ପକ୍ଷରୁ ହାଇସ୍କୁଲ ପଡ଼ିଆ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଆରମ୍ଭ ହୋଇଛି।
ବିଶେଷ କରି ଏହି ଶିବିରରେ ଅନେକ ଭିନ୍ନକ୍ଷମମାନେ ସେମାନଙ୍କର ପରିଚୟ ପତ୍ର, ବସ ପାସ, ବିଭିନ୍ନ ଭତା ଓ ଚିକିତ୍ସା ପରି ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଉଦଳା ବିଡ଼ିଓ ଦେବଜାନୀ ଭୁଁୟା କହିଛନ୍ତି। ଏହି ଶିବିର ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହି ବୋଲି ବିଡ଼ିଓ କହିଛନ୍ତି।