ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜବାଗୁଡ଼ା ଗାଁ ନିକଟ କାଜୁ ଜଙ୍ଗଲ ଭିତରେ ଗୋଟିଏ ଓଢ଼ଣୀରେ ଉଭୟଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି।

ମୃତ ଯୁବତୀ ସେହି ଗାଁର ହୋଇଥିବା ବେଳେ ଯୁବକ ପାପଡ଼ାହାଣ୍ଡି ବ୍ଲକ ଦାମାପାଲା ଗାଁର ସୂଚନା ମିଳିଛି। ଗତକାଲିଠୁ ଉଭୟେ ନିଖୋଜ ଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes