ଆସନ୍ତାକାଲି ଲୋକାର୍ପଣ ହେବ ବୋଲୋଗଡ଼ ରେଳଷ୍ଟେସନ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନ ସାଧାରଣଙ୍କ ଆଗ୍ରହ କ୍ରମେ ବୋଲୋଗଡ଼ ପାସେଞ୍ଜର ହଲ୍ଟ କୁ ରେଳ ଷ୍ଟେସନ ପାଇଁ ଚିଠି ଲେଖିବା ସହ ନିୟମିତ ପ୍ରୟାସ କରି ଆସିଛନ୍ତି l

ଏହି କ୍ରମରେ ଆସନ୍ତାକାଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହାକୁ ଲୋକାର୍ପଣ କରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes